domů > Aplikace > Přizpůsobení počítače nebo telefonu
ଓଡ଼ିଆ ସ୍ଥାନୀୟ ଅନୁଭୂତି ପ୍ୟାକ୍

ଓଡ଼ିଆ ସ୍ଥାନୀୟ ଅନୁଭୂତି ପ୍ୟାକ୍

vydavatel: Microsoft Corporation
Licence: Zdarma

Snímky obrazovky:

Minimum
OS
Architekturax86,x64,ARM,ARM64
Doporučené
OS
Architekturax86,x64,ARM,ARM64

Popis

ସର୍ବଦା ଅପ-ଟୁ-ଡେଟ୍‌, ସର୍ବଦା Windows ଭାଷା ଅନୁଭୁତିରେ ସୁଧାର! Windows ବର୍ତ୍ତମାନ Microsoft Store ମାଧ୍ୟମରୁ ନିଶୁଳ୍କ ଭାଷା ଅପଡେଟ୍‌ଗୁଡ଼ିକ ପ୍ରଦାନ କରୁଛି. ଏହାର ଅର୍ଥ ଆମେ ଅବିରତ ଆପଣଙ୍କର ସ୍ଥାନୀୟ ଭାଷା କୁ ଉନ୍ନତ କରୁ ଏବଂ ଆପଣଙ୍କର ଡିଭାଇସ୍‌ରେ ଏହି ଅପଡେଟ୍‌ଗୁଡ଼ିକ ସ୍ୱତଃଭାବରେ ପ୍ରେରଣ ହେବ. ସ୍ଥାନୀୟ ଅନୁଭୂତି ପ୍ୟାକ୍ ଆପ୍ଲିକେଶନ୍‌ ସ୍ଥାପନ କରିବା ଦ୍ୱାରା, ଆପଣଙ୍କର ଭାଷାରେ Windows ପାଠ୍ୟ ସର୍ବଦା ଅପ୍‌-ଟୁ-ଡେଟ୍‌ ରହିବ. ଆପଣଙ୍କର ସ୍ଥାନୀୟ ଭାଷାରେ Windows ପାଠ୍ୟ କୁ ଉନ୍ନତ କରିବାରେ ସାହାଯ୍ୟ କରିବା ପାଇଁ ଇଛୁକ ଅଛନ୍ତି? ଆପଣ ଫିଡବ୍ୟାକ୍‌ ଆପ୍‌ ବ୍ୟବହାର କରି ପାଠ୍ୟ କୁ ଉନ୍ନତ କରିବା ପାଇଁ ସହଜରେ ମତାମତ ପ୍ରଦାନ କରିପାରିବେ ଯାହା Windowsରେ ଅନ୍ତର୍ଭୁକ୍ତ ଥାଏ. ମାତ୍ର Cortana ସର୍ଚ୍ଚ ବକ୍ସରେ “ମତାମତ ହବ୍” ଟାଇପ୍‌ କରନ୍ତୁ କିମ୍ୱା Windows କୀ + F କୁ ଦବାନ୍ତୁ ଏବଂ ଧରି ରଖନ୍ତୁ. ନୋଟ୍‌: ଅତିରିକ୍ତ ଭାଷା ଫିଚର୍‌ ସୁବିଧା ଯେପରିକି ବନାନ ଶବ୍ଦକୋଷ ଏବଂ ସ୍ପିଚ୍‌ ମଧ୍ୟ ସ୍ଥାପନ କରାଯାଇପାରିବ. ଷ୍ଟୋରେଜ୍‌ ଆବଶ୍ୟକତା ସ୍ଥାପିତ ଫିଚର୍‌ ଦ୍ୱାରା ଭିନ୍ନ ହୋଇପାରେ.


Lidem se také líbí

Hodnocení

čl.

O ଓଡ଼ିଆ ସ୍ଥାନୀୟ ଅନୁଭୂତି ପ୍ୟାକ୍
We use cookies and other technologies on this website to enhance your user experience.
By clicking any link on this page you are giving your consent to our Privacy Policy and Cookies Policy.